Just another WordPress site

IAS ଇଣ୍ଟରଭିୟୁ ରେ ଝିଅକୁ ପଚରାଗଲା– ବାହାର ବାଳୁଅ , ଟାଣ ଭିତର ଶକ୍ତ , ନରମ , ତାକୁ କାମୁଡି ଖାଆନ୍ତି ଓ ସୋଷାଡି ପିଅନ୍ତି କ’ଣ ସେଇଟା ?ଚତୁର ଭାବୁଛନ୍ତି…

0 69

ଆଜି କାଲି ର ପିଲା ମାନେ ପାଠ ପଢା ସାରିବା ପରେ ଗୋଟେ ଭଲ ଗମେଣ୍ଟ ଚାକିରୀ ଖୋଜି ଥାନ୍ତି , କିନ୍ତୁ ଆଜି କାଲି ର ଦୁନିଆ ରେ ଗୋଟେ ସରକାରୀ ଚାକିରୀ ପାଇବା କେତେ କଷ୍ଟ କର ହୋଇ ପଡି ଲାଣି ତାହା ଆପଣଂକୁ ନ କହିବା ଭଲ । ଗୋଟେ ଗୋଟେ ଦିନରେ ପିଲା ମାନେ 15 ଘଣ୍ଟା ପାଠ ପଢୁ ଛନ୍ତି , ହେଲେ ମଧ୍ୟ ଗୋଟେ ସରକାରୀ ଚାକରି ପାଇ ପାରୁ ନାହାନ୍ତି । ତାହାଲେ କେତେ ଘଂଟା ଜଣେ ପରିଶ୍ରମ କଲେ ଗୋଟେ ସରକାରୀ ଚାକିରୀ ପାଇ ପାରିବ ।

ତେବେ ଏହାର ଗୋଟିଏ ମୂଳ ମନ୍ତ୍ର ରହିଛି । ଜଣେ 12 ଘଂଟା ପଢିଲେ ମଧ୍ୟ ସେ ଚାକିରୀ କରି ପାରିବ । କିନ୍ତୁ ସେମିତି ସମୟ ତାକୁ ମନ ପ୍ରାଣ ଦେଇ ପଢିବା ପାଇଁ ପଡିବ । କେବଳ ସେତିକି ନୁହେଁ ଜଣେ ଯଦି ନିଜ ପାଖରେ କିଛି ବହାରିଆ ଜ୍ଞାନ ରଖି ପାରିବ ତାହାଲେ ଯାଇ ସେ ଗୋଟେ ସରକାରୀ ଚାକିରୀ କରି ପାରିବ । ତେବେ ଆସନ୍ତୁ ଜାଣିବା ସେହି ବହାରିଆ ଜ୍ଞାନ କଣ ।


1, ନିଆଁ ବର୍ଷୁ ଥିବା ଗଛ କେଉଁ ଦେଶ ରେ ଦେଖିବା ପାଇଁ ମିଳି ଥାଏ।
ଉ, ନିଆଁ ବର୍ଷୁ ଥିବା ଦେଶର ନାମ ମାଲେସିଆ ।

2, ଏହା କେଉଁ ଜିନିଷ ଯାହା ଗିରିବ ଲୋକଙ୍କ ପାଖରେ ଦେଖା ଦେଇ ଥାଏ , କିନ୍ତୁ ଧନୀ ଲୋକଙ୍କ ପାଖରେ ଦେଖା ଯାଇ ନ ଥାଏ ।
ଉ, ଗରିବିପଣ ଧନୀ ଲୋକ ପାଖରେ ଦେଖା ଦେଇ ନ ଥାଏ ।

3, ତାହା କଣ ଯାହାର ଓଜନ ନାହିଁ , କନ୍ତୁ ଏହାକୁ ବେଶି ସମୟ ଧରି ରଖିଲେ , ଏହାକୁ ଛାଡିବା ପାଇଁ ପଡି ଥାଏ ।
ଉ, ନିଶ୍ୱାସ ।

4, ଆମ ଦେଶରେ ସବୁ ଠାରୁ କେଉଁ ବ୍ୟକ୍ତି ଙ୍କ ଫୋଟ ଛପା ଯାଇଛି ।
ଉ, ମହାତ୍ମାଗାନ୍ଧୀ ।
5, ଏହା କଣ ଅଟେ ଯାହା ବୁଡି ଗଲେ ମଧ୍ୟ କେହି ଅଟକେଇବା ପାଇଁ ଯାଆନ୍ତି ନାହିଁ ।
ଉ, ସୁର୍ଯ୍ୟ ।


6, ପୁଅ ମାନେ ଧଳା ଧଳା ବାହାର କରନ୍ତି , ଝିଅ ମାନେ କିନ୍ତୁ ତାକୁ ପିଇ ଦିଅନ୍ତି ।
ଉ, ଛାତ୍ର ଜଣକ କହିଲେ ଲୁହ , ଏବଂ କହିଲେ ଯେ ଲୁହ ଧଳା ହୋଇ ଯାଇ ଥାଏ । ଯାହା ପୁଅ ମାନେ ଆଖିରୁ ବାହାର କରନ୍ତି । କିନ୍ତୁ ଝିଅ ମାନେ ସହି ଯାଇ ଥାନ୍ତି । ଆଖିରୁ ଲୁହ ବହୁର କରନ୍ତି କିନ୍ତୁ ସେହି ଲୁହ କୁ ପିଇ ଯାଇ ଥାନ୍ତି ।

7, ଭାରତ ରେ କେଉଁ ରାଜ୍ୟ ରେ ପ୍ରଥମେ ସୁର୍ଯ୍ୟ କିରଣ ପଡି ଥାଏ ।
ଉ, ଭାରତରେ ପ୍ରଥମେ ଅରୁଣାଚଳ ପ୍ରଦେଶ ରେ ସୁର୍ଯ୍ୟ କିରଣ ଦେଖିବା ପାଇଁ ମିଳି ଥାଏ ।

8, କେଉଁ ଦେଶରେ ଝିଅ ନାହାନ୍ତି ।
ଉ, ସ୍କୁମି ଦେଶରେ ଝିଅ ଦେଖିବା ପାଇଁ ମିଳି ନ ଥାନ୍ତି ।

9. ବାହାର ବାଳୁଆ, ଟାଣ ଭିତରେ ଶକ୍ତ, ନରମ, କାମୁଡି ଖାଆନ୍ତି ଏବଂ ସଷାଡି ପିଅନ୍ତି ତାହା କ’ଣ ?

ଉ- ନଡିଆ
ତେବେ ଏହା ଥିଲା ସେହି ପ୍ରଶ୍ନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।