Just another WordPress site

LIC ଆଣିଲା ଧମାକେଦାର ସ୍କିମ୍, ଏଣିକି ବର୍ଷକୁ ମାତ୍ର 12 ହଜାର ଦିଅନ୍ତୁ ଏବଂ ସାରା ଜୀବନ ପେନସନ୍ ପାଆନ୍ତୁ, ଜାଣନ୍ତୁ କିପରି….

0 1,182

ଏଣିକି LIC ରେ ଲୋକ ମାନେ ବହୁତ ସୁବିଧା ପାଇ ପାରିବେ । ଏବେ LIC ର ନୂଆ ସ୍କିମ ଆସିଛି , ଯାହା ଆପଣ ପୁରା ମାଲା ମାଲ ହୋଇ ପାରିବେ ଜୀବନ ସାରା ବସି ବସି ଖାଇବେ । ତେବେ ଏଣିକି ବସକୁ 12 ହଜାର ଟଙ୍କା ରଖିଲେ , ଆପଣ ପାଇ ପାରିବେ ପେନସନ । ମାତ୍ର 12 ହଜାର ଟଙ୍କା ର ପ୍ରିମି ଅମ ଦିଅନ୍ତୁ ତା ପରେ ଜୀବନ ସାରା ବସି ବସି ପେନସନ ପାଆନ୍ତୁ । ଏମିତି ଅଫର ଦେଇଛି ଭରତୀୟ ଜୀବନ ବୀମା ନିଗମ ବା LIC ।

ଦେଶର ସବୁ ଠାରୁ ବଡ଼ ଓ ଭରସା ଯୋଗ୍ୟ ବୀମା କମ୍ପାନୀ ଏହି ପ୍ରକାର ସୁବିଧା ସୁଯଗ ଦେଉଛି । ଯାହାର ନାମ ହେଉଛି ସରଳ ପେନସନ ଯୋଜନା । ଚଳିତ ବର୍ଷ ଜୁଲାଇ ମାସ ରୁ ଏହି ଯୋଜନା ଆରମ୍ଭ କରା ଯାଇ ଥିଲା । ଏହା ଏକ ବାର୍ଷିକ ପ୍ଲାନ ଅଟେ ତେଣୁ ଏଥିରେ ବହୁତ ଲୋକ ଏହାର ଫାଇଦା ଉଠାଇ ପାରିବେ । ତେଣୁ ଆପଣ ମାନେ ଏହି ଯୋଜନା ଟି ରେ ସାମିଲ ହୋଇ ଏହାର ଭର ପୁର ଲାଭ ଉଠାଇ ପାରିବେ ।

LIC ର ଏହି ସରଳ ପେନସନ ଯୋଜନା ଆପଣ ଅନଲାଇନ ଏବଂ ଅପ ଲାଇନ ମାଧ୍ୟମ ରେ ଆପଣ ଏହାର ଲାଭ ଉଠାଇ ପାରିବେ ଏବଂ ଏହାକୁ ମଧ୍ୟ ଆପଣ କିଣି ପାରିବେ । ଆପଣ ମାନେ ଚାହିଁଲେ ଏହି ସ୍କିମ ର ଲାଭ ଉଠାଇ ପାରିବେ , ତା ସହିତ ଆପଣଙ୍କ ପରିବାର ମଧ୍ୟ ଏଥିରେ ଲାଭ ଉଠାଇ ପାରିବେ । କାରଣ ଆପଣ ମରି ଗଲା ପରେ ଆପଣ ଙ୍କ ପରିବାର ଏହାର ଲାଭ ପାଇ ପାରିବେ । ରଖି ଥିବା ମୂଳ ଧନ ଆପଣଙ୍କ ପରିବାର ପାଇ ପାରିବେ । ତା ସହିତ ଆପଣ ମାସକୁ ମାସ ପେନସନ ପାଇ ପାରିବେ । ସବୁ ଠାରୁ ବଡ଼ କଥା ପ୍ରିମି ଅମ ରାଶି ର ବ୍ୟକ୍ତି ଙ୍କର ବୟସ ଉପରେ ନିର୍ଭର କରି ଥାଏ ।


ତେବେ ଏଥିରେ କିଛି ବୟସ ସିମ ରହିଛି , ବୟସ 40 ବୟସ ହୋଇ ଥିଲେ ଆପଣ ମାନେ ଏହି ସ୍କିମ ରେ ବର୍ଷ କୁ 12 ହଜାର ଟଙ୍କା ରଖି ପାରିବେ ତା ସହିତ ଆପଣ ପେନସନ ଆକାର ରେ ଆପଣ ଏହା ପାଇ ପାରିବେ । ଆପଣଙ୍କ ଯଦି କୋଣସି ଆକ୍ସିରେଣ୍ଟ ହୋଇ ଯାଏ ତାହାଲେ ମଧ୍ୟ ଆପଣ ଏଥିରେ ପଇସା ପାଇ ପାରିବେ । ଏହାର 40 ବର୍ଷ ରୁ 80 ବର୍ଷ ଭିତରେ ଆପଣ ଏହାର ଲାଭ ଉଠାଇ ପାରିବେ । ତା ସହିତ ଆପଣଙ୍କ ର ମୃତୁ ହୋଇ ଗଲେ ଆପଣଙ୍କ ପରିବାର ଲୋକ ଏହାର ଲାଭ ଉଠାଇ ପାରିବେ । ତେବେ ଆପଣ ମାନେ ଏହି ସ୍କିମ କୁ ଚାଲୁ କରି ଦିଅନ୍ତୁ । ଏହା ଆପଣ ଅନଲାଇନ ମଧ୍ୟ କରି ପାରିବେ କିମ୍ବା LIC ଏଜେନ୍ସି ପାଖରେ ମଧ୍ୟ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।