Just another WordPress site

ଦେଖନ୍ତୁ Viral ଭିଡିଓ :- କ୍ୟାମେରାରେ ରେକର୍ଡ ହେଲା ; ବାଇକ ଉପରେ Live Kiss କଲେ ଏହି ଯୁବକ ଯୁବତୀ, ଭିଡିଓ ଦେଖିଲେ ଆପଣ ବି ନିଜକୁ….

0 3,259

ଆଜି କାଲି ସମାଜ ରେ ନାରୀ ମାନେ କଣ ହେଉ ଛନ୍ତି ତାହା ଆପଣ ଦେଖିବା ପରେ ଆପଣ ଜାଣି ପାରିବେ । ଆଜି ଆମେ ଏକ ଭାଇରାଲ ଭିଡିଓ ବିଷୟ ରେ କହିବା ପାଇଁ ଯାଉଛୁ ଯାହା ଆପଣ ଜାଣିବା ପରେ ଡରି ଯିବେ , ଆଉ କହିବେ ନାରୀ ମାନେ ମଧ୍ୟ ଏମିତି କରି ପାରନ୍ତି । ତେବେ ଭିଡିଓ ଟି ସୁରାଟ ସହର ରୁ ଆସିଛି । ଏହି ଭିଡିଓ ଟି ଜଣେ ଯୁବକ ସେଆର କରି ଛନ୍ତି।

ତେବେ ଭିଡିଓ ଟି ରେ ଦେଖିବା ପାଇଁ ମିଳିଛି । ଦୁଇ ଜଣ ସ୍ୱାମୀ ଏବଂ ସ୍ତ୍ରୀ ଗୋଟିଏ ବାଇକ ରେ ବସି ଯାଉ ଥିବା ସମୟରେ ହଟାତ ସ୍ତ୍ରୀ ଜଣକ ସ୍ୱାମୀ ପଛ ପଟରେ ବସି ଥିଲେ । ଅର୍ଥାତ ସ୍ତ୍ରୀ ଜଣକ ସ୍ୱାମୀ ର ବାଇକ ପଛ ପଟରେ ବସି ଥିଲେ । କିନ୍ତୁ ସଂଗେ ସଂଗେ ସେ ଷ୍ଟନ ସାହାର୍ଯ୍ୟ ରେ ଗାଡିର ଆଗ ପଟରେ ଯାଇ ବସି ଯାଇ ଥିଲେ ।

ଆଗ ପଟରେ କହିଲେ ସ୍ୱାମୀ ଗାଡି ଚଳାଉ ଥିବା ସମୟରେ ସ୍ତ୍ରୀ ଜଣକ ତାଙ୍କ ସାମ୍ନା ରେ ବସି ଯାଇ ଥିଲେ । ଆଉ ତା ପରେ ସ୍ତ୍ରୀ ଜଣକ ତାଙ୍କ ସ୍ୱାମୀ ଙ୍କୁ କିସ ପରେ କିସ ମାରି ଚାଲି ଥିଲେ । ନେସନାଲ ରୋଡ଼ ରେ ଗାଡି ଚାଲୁ ଥିବା ସମୟରେ ତାଙ୍କୁ କିସ ପରେ କିସ ମାରି ଚାଲି ଥିଲେ । ରାସ୍ତା ରେ ଯେତେ ଲୋକ ଥିଲେ ମଧ୍ୟ ସେ କାହାରିକୁ ଡରି ଯାଇ ନ ଥିଲେ ।

ଲାଜ ମଧ୍ୟ ମଧ୍ୟ କରି ନ ଥିଲେ । କିସ ପରେ କିସ ମାରି ଚାଲି ଥିଲେ , ତା ପରେ ଓଲଟି ଆସି ତାଙ୍କ ବାଇକ ପଛରେ ବସି ଯାଇ ଥିଲେ । ତେବେ ସେହି ସମୟରେ ଜଣେ ବ୍ୟକ୍ତି ଏହା କୁ ଭିଡିଓ କରି ଦେଇ ଥିଲେ । ଆଉ ତା ପରେ ଏହାକୁ ସୋସିଆଲ ମିଡିଆରେ ରେ ଛାଡି ଦେଇ ଥିଲେ । ଏହି ଭିଡିଓ ଟି ଏବେ ସୁରାଟ ର ହାଇଲାଇଟ କରୁଛି ।ତେବେ କେବଳ ଗୋଟେ ଭିଡିଓ ନ ଥିଲା । ତାଙ୍କ ପଛରେ ଜଣେ ନାରୀ କେ ଟି ଏମ ଗାଡି ଚଲେଇ ତାଙ୍କୁ ଆଗେଇ ଦେଇ ଥିଲେ ।

ସେହି ନାରୀ ଜଣକ ଗାଡି ର ହେଣ୍ଡେଲ ଛାଡି ଗାଡି କୁ 100 ସ୍ପୀଡ଼ ରେ ଚଳାଉ ଥିଲେ ଦେଖିବା ପାଇଁ ମିଳିଛି । କିନ୍ତୁ ଆଜି କାଲି ର ନାରୀ ସେମୋତି ନୁହନ୍ତି । ଜଣେ ଜଣେ ନାରୀ ମାନଙ୍କ ପାଇଁ , ସମସ୍ତେ ନାରୀ ମାନେ ଏଠି ଅପମାନିତ ହେଉ ଛନ୍ତି । ତେବେ ସେମାନଙ୍କର ଲାଜ ଲଜ୍ୟା ବୋଲି କିଛି ନାହିଁ । ବିଚ ରାସ୍ତା ରେ କିସ ମାରୁ ଛନ୍ତି । ଆଉ ଲୋକ ମାନେ କିଛି ନ କହି ସେମାନେ ଏହାର ମଜା ଉଠାଉ ଛନ୍ତି । ଆପଣ ମାନେ ନାରୀ , ନାରୀ ହିସାବରେ ରୁହନ୍ତୁ । ଏତେ ତଳକୁ ଖସି ଯାଆନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।