Just another WordPress site

IAS Question- ସେଇଟା କ’ଣ ଯାହା ଚାରି ପଟେ ବାଳ ଥାଏ, ସ୍ୱାମୀ ତା ମଝିରେ ଥରେ ପୁରାଏ, କିନ୍ତୁ ସ୍ତ୍ରୀ ତାପରେ ନିଜେ ନିଏ ? ଉତ୍ତର ଦେଇ ଦେଖନ୍ତୁ…..

0 201

ବର୍ତ୍ତମାନ ସମୟ ରେ ସବୁ ଲୋକ ଶିକ୍ଷିତ ହେବାକୁ ଚାହାନ୍ତି। କେହି ବି କାହା ଠୁ କୌଣସି ରେ କମ ହୋଇ ରହିବା ପାଇଁ ଚାହାନ୍ତି ନାହିଁ। ସେଥି ପାଇଁ ସମସ୍ତେ ପ୍ରାୟ କିଛି ନା କିଛି ଶିକ୍ଷା ଗ୍ରହଣ କରିବା କୁ ଚାହାନ୍ତି। କିନ୍ତୁ ଦୁର୍ଭାଗ୍ୟ ବଶତଃ ସେମାନେ ଠିକ ଭାବରେ ନିଜର ଶିକ୍ଷା କୁ ଆଗକୁ ନେଇ ପାରନ୍ତି ନାହିଁ। କାହିଁକି ନା ବର୍ତମାନ ଦୁନିଆ ରେ ପୁସ୍ତକ ଗତ ଜ୍ଞାନ ସହିତ ସାଧାରଣ ଜ୍ଞାନ ମଧ୍ୟ ରହିବା ଆବଶ୍ୟକ।

ତେବେ ସମୟ ଅନୁସାରେ ସମସ୍ତଙ୍କ ର ଚିନ୍ତା ଧାରା ମଧ୍ୟ ବଦଳିଛି। ସମସ୍ତେ କିଛି ନୂଆ ନୂଆ କଥା ଜାଣିବା ପାଇଁ। ବହୁତ ଆଗହି ହେଉ ଛନ୍ତି। ଯାହା କି ସେମାନଙ୍କୁ ବିଭିନ୍ନ ସ୍ଥାନରେ ସାହାଯ୍ୟ କରିବ। ବର୍ତମାନ ଅନେକ ପରୀକ୍ଷା ରେ ସାକ୍ଷାତ କାର ହେଉଛି। ତେବେ ଏହି ସାକ୍ଷାତ କାର ମାନକ ରେ ବିଭିନ୍ନ ପ୍ରକାର ର ପ୍ରଶ୍ନ ପଚରା ଯାଉଛି ଯାହାକି ଉତ୍ତର ଦେବା ଅନେକ ଙ୍କ ପକ୍ଷରେ ସମ୍ଭବ ନୁହେଁ।

ବର୍ତମାନ ସମୟ ରେ ଏମିତି କିଛି ପ୍ରଶ୍ନ ଇଣ୍ଟରଭ୍ୟୁ ଗୁଡିକ ରେ ପଚରା ଯାଉଛି ଯାହାକି କେବଳ ନିଜର ଉପସ୍ଥିତି ବୁଦ୍ଧି ଦ୍ୱାରା ହିଁ ଉତ୍ତର ଦିଆ ଯାଇ ପାରିବ। ସେହି ପ୍ରଶ୍ନ ଗୁଡିକ ର ଉତ୍ତର ଦେବା ଯେତେ ସହଜ ମନେ ହୋଇ ଥାଏ ପ୍ରକୃତ ରେ ସେତେ ସରଳ ହୋଇ ନଥାଏ। ପ୍ରତି ବର୍ଷ ଅନେକ ସଂଖ୍ୟକ ଛାତ୍ର ଛାତ୍ରୀ ମାନେ ଏହି ଭଳି ପରୀକ୍ଷା ମାନଙ୍କ ର ସମ୍ମୁଖୀନ ହେଉଛନ୍ତି ଯେଉଁ ଥିରେ ବିଭିନ୍ନ ପ୍ରକାର ର ପ୍ରଶ୍ନ ଗୁଡିକ ପଚାରା ଯାଉଛି। ଓ ସେଗୁଡିକ ର ଉତ୍ତର କେବେଳ ନିଜର ବୁଦ୍ଧି ଲଗାଇ ଦେଇ ହବ।

ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ। ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

1. ସୂର୍ଯ୍ୟାସ୍ତ ର ଦେଶ କାହାକୁ କୁହା ଯାଏ ?
ଉତ୍ତର – ବ୍ରିଟେନ

2. କାହାକୁ ଟାଣିଲେ ଛୋଟ ହୋଇ ଯାଏ ?
ଉତ୍ତର – ବିଡି ଓ ସିଗାରେଟ

3. ଝାଂସି ର ରାଣୀ କାହାକୁ କୁହା ଯାଏ ?
ଉତ୍ତର – ରାଣୀ ଲକ୍ଷ୍ମୀ ବାଇ

4. ପ୍ରଥମ ପାନୀପଥ ଯୁଧ୍ୟ କେବେ ହୋଇଥିଲା ?
ଉତ୍ତର – 1526

5. ସେଇଟା କଣ ଯାହା ଚାରି ପାଖେ ବାଳ ଥାଏ , ତା ମଝିରେ ସ୍ୱାମୀ ଥରେ ପୁରାଏ ବାକି ସବୁ ଦିନ ସ୍ତ୍ରୀ ନିଜେ ନିଜେ ନିଏ ?
ଉତ୍ତର – ସିନ୍ଦୁର

6. କେଉଁ ଜିନିଷ କୁ ବୁଢା ବୁଢ଼ୀ ମାନେ କରି ପାରନ୍ତି ନାହିଁ କିନ୍ତୁ ଯୁବକ ଯୁବତୀ ମାନେ କରି ପାରନ୍ତି ?
ଉତ୍ତର – ଛୁଞ୍ଚି ରେ ସୁତା ପୁରାଇବା

7. ଓଡ଼ିଶାର ସବୁଠୁ ବଡ ଜିଲ୍ଲା ?
ଉତ୍ତର – ମୟୁରଭଞ୍ଜ

8. ଚନ୍ଦ୍ର ଗ୍ରହଣ କେବେ ହୁଏ ?
ଉତ୍ତର- ପୂର୍ଣ୍ଣିମା ରେ

9. କେଉଁ ଦେଶରେ ସାପ ନାହାନ୍ତି ?
ଉତ୍ତର- ନିଉଜ ଲାଣ୍ଡ

10. ବାବର ଙ୍କ ସମୟ ରେ ମୋଗଲ ମାନଙ୍କ ର ରାଜା ଧାନୀ କେଉଁଠି ଥିଲା?
ଉତ୍ତର – ଆଗ୍ରା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।